#ତାଲିବାନ୍_ଟାର୍ଗେଟରେ_ଆଫଗାନୀ_ମହିଳା
କିଛି ବର୍ଷ ପରେ ଏବେ ପୁଣି ଆଫଗାନିସ୍ଥାନକୁ ସମ୍ପୂର୍ଣ୍ଣ କବ୍ଜା କରିବାକୁ ବସିଛି କୁଖ୍ୟାତ କଟ୍ଟରପନ୍ଥୀ ଆତଙ୍କବାଦୀ ଗୋଷ୍ଠୀ ତାଲିବାନ୍ । ସେଠାରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହର ପରେ ଏବେ ଅଧିକାଂଶ ଅଂଚଳ ତାଲିବାନ ଅକ୍ତିଆରରେ ରହିଛି ।
#ArgusNews #national #ArgusNewsTv #Taliban #afganistan #woman