#ଭିକାରୀ_ବେକରେ_ଝୁଲୁଛି_QR_କୋଡ
#ସ୍କାନ_କରନ୍ତୁ, #ଭିକ_ଦିଅନ୍ତୁ
#ଖୁଚୁରା_ବାହାନା_କଲେ, #ଅପଦସ୍ତ_ହୋଇପାରନ୍ତି
ବିହାରି ବାବୁଙ୍କ ବୁଦ୍ଧିକୁ ତାରିଫ କରିବାକୁ ପଡିବ । ଭିକ ମାଗୁଛନ୍ତି ସିନା, ହେଲେ ଭିକ ମାଗିବାର ତରିକା ଦେଖିଲେ ଆପଣ ତାଜ୍ଜୁବ ହେବେ । ଦେହରେ କୋର୍ଟ ଆଉ ବେକରେ ଝୁଲିଛି ସ୍ମାର୍ଟ QR କୋର୍ଡ । ଏହି କୋର୍ଡ ସ୍କାନ କରି ଲୋକେ ତାଙ୍କୁ ଭିକ ଦେଉଛନ୍ତି ।
#BihariBabu #intelligent #QR #phonepe #GooglePay #beggar #Odisha #ArgusNews