ଯୋଗୀ ଶାସନରେ ଅଖିଳେଶ ଯାଦବଙ୍କ ବିଗିଡିଲା ବଜେଟ । ପତ୍ନୀ ଡିମ୍ପଲଙ୍କ ଠାରୁ ନେଲେ ଧାର । ସେପଟେ ବାପା ମୁଲାମୟଙ୍କ ଠାରୁ ମଧ୍ୟ ନେଲେ ଋଣ । ଯେତେବେଳେ ଥିଲେ ମୁଖ୍ୟମନ୍ତ୍ରୀ ସେତେବେଳେ ଚାରି ଗୁଣ ବଢିଥିଲା ସମ୍ପତ୍ତି ।
Akhilesh Yadav MYogiAdityanath #budget #SamajwadiParty #DimpleYadav #elections #ArgusNews