ଚେନ୍ନାଈରେ ହାତୀଙ୍କର କୋଭିଡ୍ ଟେଷ୍ଟ । ଭୂତାଣୁ ସଂକ୍ରମଣରେ ଏକ ସିଂହୀର ମୃତ୍ୟୁଯୋଗୁଁ ନିଆଯାଇଛି ଏହି ପଦକ୍ଷେପ । ପରୀକ୍ଷା ପାଇଁ ଯାଇଛି ୨୮ ହାତୀର ସ୍ବାବ୍ ନମୁନା । ପଜିଟିଭ୍ ଆସିଲେ କରାଯିବ ସ୍ବତନ୍ତ୍ର ଚିକିତ୍ସା ।
#ArgusNews #ArgusNewsTv #National #Covid_test #Elephant