10 ବର୍ଷ ମଧ୍ୟରେ ବଦଳିଛି ଭାରତୀୟ ହକିର ରୁପରେଖ । ଖେଳାଳୀ ମାନେ ଅଧିକ ଦକ୍ଷ ହୋଇ ସାରିଲେଣି । ତଳ ସ୍ତରରେ ହକିକୁ ଅଧିକ ଲୋକପ୍ରିୟ କରିବାର ସମୟ ଆସିଛି । ସ୍କୁଲରେ ହକିକୁ ଖେଳାଯିବା କଥା ।
#ChakDeOdisha #IndiaKaGame #RisingStars #HockeyHaiZindegi #JWC2021 #OdishaForHockey #JuniorMensHockeyWorldCup2021 #OneTeamOneDream