ଚାଲିଛି ବାରାତ । ବାଜା , ସେହେନାଇ ବଜାଇ, ନାଚ ଗୀତ କରି ବାରାତି ବି ଚାଲିଛନ୍ତି ସାଙ୍ଗରେ । କିନ୍ତୁ ଇଏ ସାଧାରଣ ବର ନୁହନ୍ତି । ୧୦୨ ବର୍ଷ ବୟସ୍କ ବର । ତେବେ ଏ ବର ଯାଉ ନାହନ୍ତି ବିବାହ କରିବାକୁ । ଯାଉଛନ୍ତି ଜୀବିତ ଅଛନ୍ତି ବୋଲି ପ୍ରମାଣିତ କରିବାକୁ ।
#102yearoldman #Haryana #oldagepension #pensionstop #baraat #National #ArgusNews