#ମହାକାଶରେ_ହେବ_ମହାପରୀକ୍ଷଣ
ପୃଥିବୀକୁ ସମୟ ସମୟରେ ଆସୁଥିବା ଆଷ୍ଟରଏଡର ବିପଦରୁ ପୃଥିବୀକୁ ବଂଚାଇବା ପାଇଁ ନାସା କରିବାକୁ ଯାଉଛି ନାସା ଡାର୍ଟ ମିଶନ । ଏହି ମିଶନରେ ମହାକାଶରେ ଏକ ସ୍ପେସ୍ସ କ୍ରାଫ୍ଟ ମହାକାଶରେ ଆଷ୍ଟରଏଡ ସହିତ ଧକ୍କା ହେବାକୁ ଯାଉଛି ।
#Nasa #DARTMission #spacecraft #asteroid #destroyed #National #ArgusNews