#ମାଡୁଛି_କରୋନା_ବଢୁଛି_ଚିନ୍ତା
#ବଢୁଥିବା_ସଂକ୍ରମଣକୁ_ଦେଖି_କଟକଣା_ବଢାଇଲେ_ସରକାର
ହୁ ହୁ ହୋଇ ମାଡୁଛି କରୋନା ସଂକ୍ରମଣ । ଚୀନ ସମେତ ଅନେକ ଦେଶରେ ହା ହା କାର ସ୍ଥିତି । ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣକୁ ଦେଖି ଆଗୁଆ ସଜାଗ ହୋଇଛନ୍ତି ଭାରତ ସରକାର । ବଢୁଥିବା ସଂକ୍ରମଣକୁ ଦେଖି କଟକଣା ବଢାଇଛନ୍ତି କେନ୍ଦ୍ର ସରକାର
#ArgusNews #CoronaVirus #CentralGovt #Awarness #National