ପଞ୍ଜାବରେ ଇଣ୍ଟରନେଟ ଓ ଏସଏମଏସ ସର୍ଭିସ ଉପରେ ରୋକ୍ ଅବଧି ବୃଦ୍ଧି । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆସନ୍ତା 23 ତାରିଖ ଯାଏ ଇଣ୍ଟରନେଟ ଓ ଏସଏମଏସ ସର୍ଭିସ ସ୍ଥଗିତ । ପଳାତକ ଅମୃତପାଲକୁ ଧରିବାରେ ବିଫଳ ପଞ୍ଜାବ ପୋଲିସ । ତାରନ, ଫିରୋଜପୁର, ମୋଗା, ସଙ୍ଗୁର ଜିଲ୍ଲାରେ ରେଳ ସେବା ବନ୍ଦ ।
#ArgusNews #Punjab #Amritpal #Internet #smsservice #National