#କଂଗ୍ରେସ_ନେତା_ରାହୁଲ_ଗାନ୍ଧିଙ୍କୁ_ବଡ଼_ଝଟ୍କା
ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ । କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ। ସଦସ୍ୟତା ରଦ୍ଦ ହୋଇଥିବା ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି...।
#ArgusNews #RahulGandhi #MPPost #membership #cancellation #LokSabha #National