ସ୍ମାର୍ଟ ଇଣ୍ଡିଆ ହାକାଥନ୍ -2022 ଗ୍ରାଣ୍ଡ ଫିନାଲେ । ଭିସିରେ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୁବବର୍ଗଙ୍କ ଉପରେ ଅତୁଟ ବିଶ୍ବାସ ରଖି ଦେଶ ଆଗକୁ ବଢୁଥିବା ରଖିଲେ ମତ । ସେହିପରି ଯୁବପିଢିଙ୍କ ଉଦ୍ୟମରେ ଭାରତର ୫ ଟ୍ରିଲିୟନ ଅର୍ଥନୀତି ସ୍ବପ୍ନ ପୂରଣ ହେବ ବୋଲି କହିଛନ୍ତି, କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
#smartindiahackathon2022 #Closingceremony #NarendraModi #DharmendraPradhan #ArgusNews