#ରାଜ୍ୟର_ଦେଶୀ_ମୁସଲମାନଙ୍କୁ_ପରିଚୟ_ଦେବେ_ଆସାମ_ସରକାର
ବଙ୍ଗଳାଦେଶ ମିୟାଁଙ୍କ ଠାରୁ ଆସାମର ଦେଶୀ ମୁସଲମାନଙ୍କୁ ଅଲଗା କରିବାକୁ ଜାରୀ ହେବ ଆଇଡି
ପର୍ଯାୟକ୍ରମେ ଲାଗୁ କରିବେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ଆସାମର ଦେଶୀ ମୁସଲମାନ ମାନଙ୍କୁ ଚିହ୍ନଟ କରିବାକୁ ପଦକ୍ଷେପ ନେଇଛନ୍ତି ଆସାମ ସରକାର । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ସରକାର ଦ୍ୱାରା ଗଠିତ ପ୍ୟାନେଲ ଏଥିପାଇଁ ତାର ରିପୋର୍ଟ ପ୍ରଦାନ କରିଛି । ପ୍ୟାନେଲ ତାର ରିପୋର୍ଟରେ ଅନେକ ସୁପାରିଶ କରିଛନ୍ତି ।
#AsamGovt #idcard #pyenel #introduce #indigenous #ArgusNews