ଭାରତ ଆଜାଦି କା ଅମୃତ ମହୋତ୍ସଵ ଓ G୨୦ର ନେତୃତ୍ଵ ନେଉଥିବା ବେଳେ ଏହା ସହ ଯୋଡ଼ି ହେବ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ଵ ପୁସ୍ତକ ମେଳା। ଦୀର୍ଘ 50 ବର୍ଷ ଧରି ବିଶ୍ଵର ଏହି ସର୍ବବୃହତ ପୁସ୍ତକ ମେଳା ଅନୁଷ୍ଠିତ ହୋଇଆସୁଛି।
#ArgusNews #WorldBookFair #Delhi #National