ବିଶ୍ବ ପଟିଦାର ବାଣିଜ୍ୟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଶୁକ୍ରବାର ମଧ୍ୟାହ୍ନ ୧୨.୦୦ ଘଟିକାରେ ଭର୍ଚୁଆଲ ମାଧ୍ୟମରେ ସରଦାରଧାମ ଦ୍ବାରା ଆୟୋଜିତ ବିଶ୍ବ ପଟିଦାର ବାଣିଜ୍ୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ମୋଦି ।
#PmModi #virtual #inaugurated #worldtradeconference #Sardardham #ArgusNews