ମନରେଗା ଯୋଜନାରେ ମହାଘୋଟଲା...କାମ କରୁଥିଲେ ବି ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ...ଏନେଇ ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ...ମନରେଗା ଯୋଜନାରେ ଶ୍ରମିକଙ୍କୁ ମିଳୁନି ପ୍ରାପ୍ୟ । ଶ୍ରମିକଙ୍କ ପ୍ରାପ୍ୟକୁ ଠିକାଦାର ଲୁଟୁଥିବା ନେଇ ଭଦ୍ରକ ବାସୁଦେବପୁର ବ୍ଲକ ସୁଗୋ ପଞ୍ଚାୟତରୁ ଆସିଛି ସାଂଘାତିକ ଅଭିଯୋଗ ..
#ArgusNews #Odisha #labour #CMOOdisha