#ପୁଣି_ପ୍ରବାସୀ_ଶ୍ରମିକଙ୍କ_ଦୁଃଖ_ଆରମ୍ଭ
#ଭିଟାମାଟିକୁ_ଫେରିବ_ବୋଲି_କରିଛି_ଅପେକ୍ଷା
ଲକଡ଼ାଉନରେ କାମ ନାହିଁ..ମାଲିକ ଦରମା ବି ଦେଉନି...କେତେଦିନ ଏମିତି ରହିବୁ...ମନର ଦରଦ ବଖାଣୁ ଥିବା ପ୍ରବାସୀ ଶ୍ରମିକର କଥା ଆପଣଙ୍କୁ ମଧ୍ୟ ତରଳାଇଦେବ....
#ArgusNews #National #Bengaluru #MaskUpIndia #MsakUpOdisha