ଆସିଲା ଅନଲକ ୫ ଗାଇଡଲାଇନ । ଏହା ଅକ୍ଟୋବର ୧ରୁ ଅକ୍ଟୋବର ୩୧ ପର୍ୟ୍ୟନ୍ତ ଦେଶରେ ଲାଗୁ ରହିବ । ଏଥିରେ କେନ୍ଦ୍ର ସରକାର ଅନେକ ଗୁଡିଏ କଟକଣାକୁ କୋହଳ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଅନଲକ ୫ ଗାଇଡଲାଇନ ଅନୁସାରେ ଆସନ୍ତା ଅକ୍ଟୋବର ୧୫ରୁ ସାରା ଦେଶରେ ଖୋଲିବ ସିନେମା ହଲ ...
#ArgusNews #Unlock5_GuideLine #Open_CinemaHall