ଆଇପିଏଲ ବେଟିଂର ମୁଖ୍ୟ ବୁକି ଗିରଫ.....କୋଲକାତାରୁ ଗିରଫ ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଲା ପୋଲିସ...ଅନଲାଇନରେ ଚାଲିଥିଲା କାରବାର....କୋଲକାତାରେ ରହି ନିଜର ନେଟୱାର୍କ ଚଳାଇଥିବା ମୁଖ୍ୟ ଅଭିଯୁକ୍ତ ଦିନେଶ କୁମାର ରାଠୀକୁ ଗିରଫ କରିଛି ପୋଲିସ....
#ArgusNews #IPL #Kolkata #IPL_Betting
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app