ମୋଦିଙ୍କ ଶାସନରେ ସବୁକିଛି ଭଲରେ ଚାଲିଛି । ଆଗ ପରି ଦେଶରେ କୈାଣସି ଭେଦ ଭାବ ନାହିଁ । ଶିକ୍ଷା, ଖାଦ୍ୟ, ସମାନତା ସବୁ ଦୃଷ୍ଟିରେ ଦେଶରେ ସବୁ କିଛି ଠିକ ଅଛି । ସମସ୍ତେ ଖୁସିରେ ଅଛନ୍ତି । ଏହାଠୁ ଅଧିକ କଣ ଦରକାର ବୋଲି କହିଛନ୍ତି 103 ବର୍ଷ ବୟସ୍କ ନେଗି....
#ArgusNews #National #BJP #First_Voter #Modi_Goverment