#ନୂଆ_ଭାରତରେ_ସବୁକିଛି_ସମ୍ଭବ
#ଗରିବଙ୍କ_ଉନ୍ନତି_ସରକାରଙ୍କ_ମୂଳ_ଲକ୍ଷ୍ୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ପ୍ରଦେଶର ଗୋରଖପୁର ଠାରେ ୯୬୦୦କୋଟି ଟଙ୍କା ପରିଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଅନେକ ବର୍ଷ ଧରି ବନ୍ଦ ରହିଥିବା ସାର କାରଖାନାର ଉଦ୍ଘାଟନ କରିବା ଅବସରରେ ଏହା ଉତ୍ତର ପ୍ରଦେଶବାସୀଙ୍କ ପାଇଁ ଏକ ବଡ ଉପହାର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।
#UttarPradesh #Gorakhpur PMO India Narendra Modi #inaugurate #fertilizerfactory #gift #Odisha #ArgusNews