ନ୍ୟୁୟର୍କଠାରେ ଲେଖକ ସଲମାନ ରସିଦଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ ହୋଇଥିଲା । ଏବେ ସେ ଡାକ୍ତରଖାନାରେ ଜୀବନ ଓ ମରଣ ସହ ସଂଗ୍ରାମ କରୁଛନ୍ତି । ଇସଲାମୀ କଟ୍ଟରପନ୍ଥୀମାନେ ତାଙ୍କ ଉପରେ ଆକ୍ରମଣକୁ ନେଇ ଖୁସି ମନାଉଥିବା ବେଳେ ଏବେ ତାଙ୍କ ଲିଖିତ ପୁସ୍ତକ ବିକ୍ରୟ ବଢିଛି।
#newwork #famouswaiter #salmanrashid #Odisha #ArgusNews