କୋଟିଏ ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ନୂଆ ବସ ଷ୍ଟାଣ୍ଡ ହେଲେ ପ୍ରଶାସନିକ ବିଭାଗର ଉଦାସିନତା ଓ ରାଜନୀତିକ ଇଚ୍ଛା ଶକ୍ତି ଅଭାବରୁ ଉଦ୍ଘାଟନ 9 ବର୍ଷ ପରେବି ଏହି ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଫଳରେ ନିର୍ମାଣ ହୋଇଥିବା ସମସ୍ତ ଘର ପରିତକ୍ତ ଅବସ୍ଥାରେ ପଡ଼ି ରହିଛି । ଏହାଏବେ ପାଲଟିଛି ଅସାମାଜିକ ଲୋକଙ୍କ ଆଡାସ୍ଥଳି ଆସନ୍ତୁ ଦେଖିବା ଜଗତସିଂହପୁର ଯୋଗଧାରିରୁ ଏହି ରିପୋର୍ଟ
#Jagatsinghpur #Jogadhari #BusStand #NOTWORKING #Odisha #ArgusNews