#ଦେଶରେ_କମୁଛି_ରାଜ୍ୟରେ_ବଢୁଛି
ରାଜ୍ୟରେ କରୋନା ମୃତ୍ୟୁର ସର୍ବକାଳୀନ ରେକର୍ଡ। ଦିନକରେ ୩୮ ମୁଣ୍ଡ ନେଲା ମହାମାରୀ। ସେହିପରି ଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ରାଜ୍ୟ ପାଇଁ ଚିନ୍ତାଜନକ।
#ArgusNews #ArgusTv #Odisha #Corona_Graph