ଟିଭି ପରଦାରେ ଦୁଇଟି ଦୃଶ୍ୟ । ଭିଜିଲାନ୍ସ ମହାନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କୁ ECMO ମେସିନରେ ଚିକିତ୍ସା ପାଇଁ କୋଲକାତା ନିଆଯାଉଛି । ଆଉ ଗୋଟିଏ ଦୃଶ୍ୟ ଭଦ୍ରକର ଜଣେ ଗରିବ ମାର । ଯାହାଙ୍କ ପୁଅ କରୋନାରେ ଆକ୍ରାନ୍ତ। କିନ୍ତୁ ଅର୍ଥାଭାବରୁ ହୋଇପାରୁନି ଏୟାରଲିଫ୍ଟ
#ArgusNews #Odisha #NewsChannel #ArgusNewTV #ECMO #Bhadrak #Corona_patient #Money_Problem