ଘର ପାଇଁ ବିଡିଓଙ୍କ ଗୋଡ ଧରିଲେ ବୃଦ୍ଧା...କାକୁତି ମୀନତି ନେହୁରା ହୋଇ କହିଲେ, ମୁଣ୍ଡ ଉପରେ ନାହିଁ ଛାତ...ଲାଞ୍ଜିଗଡରୁ ଆସିଲା ଦୁଃଖଦ ଦୃଶ୍ୟ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କନକପୁର ଓ ବେଙ୍ଗେର ଗାଁରେ ଆଜି ଯାଏଁ ଗରିବଙ୍କୁ ମିଳିନି ପକ୍କା ଘର ଖଣ୍ଡିଏ । ବାରମ୍ବାର ଏ ଅଫିସରୁ ସେ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହିତାଧିକାରୀ ।
#ArgusNews #Odisha #Kalahandi #bijupakkaghar #Poverty #BDO #Corruption