#ଛତିଶଗଡ଼ରେ_ଓଡିଶା_ଗଞ୍ଜେଇ
#ଛତିଶଗଡ଼_ମୁଖ୍ୟମନ୍ତ୍ରୀ_କହିଲେ_ଓଡ଼ିଶାରୁ_ଆସୁଛି_ଗାଞ୍ଜା
ଓଡ଼଼ିଶା ଗଞ୍ଜେଇକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ୍ ଆଣିଲେ ବଡ଼ ଅଭିଯୋଗ । ଜଶପୁରରେ ଯେଉଁ କାର ଭୀଡ ଉପରେ ମାଡିଗଲା ସେଥିରେ ଥିଲା ଓଡ଼ିଶା ଗଞ୍ଜେଇ। ସବୁଜ ଜହର ଓଡ଼ିଶାରୁ ଆସୁଥିବା ଅଭିଯୋଗ ଆଣିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ।
#Chhattisgarh #ganjaseized #police #chhattisgarhcm #complain #Odisha #ArgusNews