ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହେଲେ କାର୍ଯ୍ୟରତ ଶ୍ରମିକ !
ଆଠମଳିକ ସେତୁରେ ହରଭଙ୍ଗା ବ୍ଲକର 15ଜଣ ଶ୍ରମିକ 4ବର୍ଷ ହେଲା କାମ କରି ଆସୁଥିବା ବେଳେ ଶ୍ରମିକ ମାନଙ୍କ ବଳକା ଟଙ୍କା ଏଯାଏଁ ମିଳିନାହିଁ । ଯାହାଫଳରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଶ୍ରମିକ
#AthamalikBridge #Laborprotest #Collector #Odisha #ArgusNews #SitakantaSingh