ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚିଠା ସଂରକ୍ଷଣ ତାଲିକା । ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନେ ଏହି ତାଲିକା ପ୍ରକାଶ କରିଛନ୍ତି । ଓ୍ବାର୍ଡ଼ ମେମ୍ବର, ସରପଞ୍ଚ,ପଞ୍ଚାୟତ ସମିତି ସଭ୍ୟ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି ।
#PanchayatElection #BJP #BJD #Congress #District #Odisha #ArgusNews