ଥିଲେ ଦିଅ ଏବଂ ନଥିଲେ ନିଅ...ଅର୍ଥାତ ଯଦି କିଛି ପୋଷାକ ଦରକାର ଅଛି ତେବେ ବିନା ମୂଲ୍ୟରେ ଏଠାରୁ ନିଅନ୍ତୁ ଏବଂ ଯଦି କିଛି ପୋଷାକ ଆପଣଙ୍କ ପାଖରେ ଅଧିକ ଅଛି ଏବଂ ତାହା ପିନ୍ଧିବା ଉପଯୋଗୀ ହୋଇପାରିବ ତେବେ ତାହା ଆମକୁ ଦିଅନ୍ତୁ ଯାହାକି ଗରିବ ଲୋକଙ୍କ କାମରେ ଲାଗିବ ! ସ୍ଵାଗତିକା ସେବା ସଂସ୍ଥା ନାମକ ଏକ ସଂଗଠନ ଜରିୟାରେ ପ୍ରୟାସ ଆରମ୍ଭ କରିଛନ୍ତି ବୀରପୁରୁଷୋତ୍ତମପୁର ଗ୍ରାମର ଯୁବ ସମାଜସେବୀ ତପନ ମହାରଣା
#Puri #Pipili #Odisha #ArgusNews