ହକିଷ୍ଟିକ ତିଆରି ହେଲା ଦିଆସିଲି କାଠିରେ...
ଆସନ୍ତାକାଲି ଜାତୀୟ କ୍ରୀଡା ଦିବସ । ଏହି ଉପଲକ୍ଷେ ପୁରୀ କୁମ୍ଭାରପଡାର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ଏକ ସୁନ୍ଦର ହକିଷ୍ଟିକ କରି କ୍ରୀଡ଼ାବିତଙ୍କ ଉଦ୍ଧେଶ୍ୟରେ ସମର୍ପିତ କରିଛନ୍ତି । ୫ଇଞ୍ଚ ଲମ୍ବ ଓ ୧୫ଇଞ୍ଚ ଓସାର ବିଶିଷ୍ଠ ଏହି କଳାକୃତି ପାଇଁ ଶାଶ୍ୱତଙ୍କୁ୨ଦିନ ସମୟ ଲାଗିଥିଲା।
#ArgusNews #Odisha #Puri #NationalSportsDay #Innovative #hockeystick