#ଦିନ_ଗଡୁଛି_ରହସ୍ୟ_ବଢୁଛି !
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ପଛର ଅସଲ ରହସ୍ୟ କଣ ତାହା ଏବେ ବି ଅସ୍ପଷ୍ଟ । ଆଜି ଏସପିଙ୍କୁ ଭେଟିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଗଜପତି ଏସିପି ତପନ କୁମାର ପଟ୍ଟନାୟକ, ଅତିରିକ୍ତ ଏସପି, ପାରଳାଖେମୁଣ୍ଡି ଏସଡିପିଓ ସହ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ଏସପିଙ୍କ ଆଲୋଚନା କରୁଛନ୍ତି
#ArgusNews #Odisha #ArgusNewsTV #Crimebranch #ACFMurder