#କାଳ_ସାଜିଛି_କରୋନା
ଲକଡାଉନ କଟକଣା ପାଇଁ ହାତ ବାନ୍ଧି ବସିଛନ୍ତି ରାଜଧାନୀର ବାଉଁଶ କାରିଗର । ପ୍ରତିଦିନ ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ପେଟ ପୋଷୁଥିବା କାରିଗରଙ୍କ ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଅପେକ୍ଷା କରିଛନ୍ତି ସରକାରୀ ସହାୟତାକୁ ।
#ArgusNews #Odisha #CovidPandemic #Bhubaneswar #bambooartisan