ରାୟଗଡ ଜିଲ୍ଲା କୁମ୍ଭୀକୋଟା ପଂଚାୟତ ପୋଡମରା ଗ୍ରାମକୁ ଯିବା ବେଳେ ଝଞ୍ଜାବତୀ ନଦୀ ଅସ୍ଥାୟୀ ପୋଲ ଦେଇ ଯିବାକୁ ପଡେ। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଝଞ୍ଜାବତୀ ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ଧୋଇ ଯାଇଛି । ଫଳରେ କୁମ୍ଭିକୋଟା-ପୋଡମରା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି
#ArgusNews #Odisha #Raygada #Bridge #Kumbhikota #jhanjabatiriver