#ବିପଦ_ସଙ୍କୁଳ_ଅବସ୍ଥାରେ_ସ୍କୁଲ_ଛାତ
#ବନ୍ୟା_ଆଶ୍ରୟସ୍ଥଳୀରେ_ଚାଲିଛି_ସ୍କୁଲ
ଶିକ୍ଷା ଓ ଶିକ୍ଷାର୍ଥୀ ମାନଙ୍କର ଲାଗି ସରକାରଙ୍କର ମାଳ ମାଳ ଯୋଜନା । ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି , ହେଲେ ଉପାନ୍ତ ଅଂଚଳରେ ସ୍କୁଲର ଅବସ୍ଥା ଏମିତି । ବିପଦ ସଙ୍କୁଳ ଅବସ୍ଥାରେ ଥିବା ସ୍କୁଲ ଛାତ କେବେ ପଡିଯିବ କହିବା ମୁସ୍କିଲ ।
#nabarangpur #school #Danger #students CMO Odisha #Odisha #ArgusNews