ମୁଣ୍ଡରେ ହେଲମେଟ, ହେଲେ ବ୍ୟବହାର କରୁଛନ୍ତି ସାଇକେଲ । ପ୍ରତିଦିନ ସକାଳ ୫ ଟା ସୁଦ୍ଧା ସାକ୍ଷୀଗୋପାଳରୁ ରାଜଧାନୀ ଭୁବନେଶ୍ବରର ଯାତ୍ରା କରନ୍ତି । ବର୍ଷ ବର୍ଷ ଧରି ସାଇକେଲ ଚଲାଇ ନିଜକୁ ବେଶ ଖୁସି ଦେଇପାରୁଛନ୍ତି ୪୫ ବର୍ଷୀୟ ଶ୍ୟାମ ସୁନ୍ଦର ବାରିକ ।
#Odisha #ArgusNews #cycle #cycling #puri #sakhigopal