ନିୟମ ବନାମ ଆବେଗ। ଭାବାବେଗକୁ ଖାତିର କଲାନାହିଁ ବନ ବିଭାଗ। କୋକୋକୁ ନେବା ପାଇଁ ଘରେ ପହଞ୍ଚି ଦେଖାଇଲା ନିୟମ କାନୁନ। କଟକର ବହୁ ଚର୍ଚ୍ଚିତ ଶୁଆ କୋକୋକୁ ନେବା ପାଇଁ ହଠାତ୍ ସ୍ପେଶାଲ ସର୍ଚ୍ଚ ୱାରାଣ୍ଟ ନେଇ ଘରେ ପହଞ୍ଚିଗଲା କଟକ ବନ ବିଭାଗ। ଦେଶୀ ପକ୍ଷୀ ରଖିବା ଓ ଏହାକୁ ବିକ୍ରୀ କରିବା ଅଭିଯୋଗରେ କୋକୋ କୁ ନେବା ପାଇଁ ଜିଦରେ ଅଡି ବସିଛି ବନ ବିଭାଗ।
#Odisha #ArgusNews #Cuttack #parrots #coco #forest #Department