#ମୁଣ୍ଡ_ଗୁଞ୍ଜିବାକୁ_ଘର_ନାହିଁ
#ପାଇଖାନା_ରେ_ବିତୁଛି_୯_ପ୍ରାଣୀଙ୍କ_ଜୀବନ
#୧୦_ବର୍ଷ_ହେଲା_ଶୋଚନୀୟ_ଅବସ୍ଥାରେ_ଜୀବନ_ଜିଉଁଛନ୍ତି
ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇବା ଯେମିତି ତାଙ୍କ ପାଇଁ ସାତ ସପନ ପାଲଟିଯାଇଛି । ଦୟନୀୟ ଅବସ୍ଥାରେ ଜୀବନ ବିତାଉ ଥିବାବେଳେ କେବେ ମିଳିବ ଆବାସ ଯୋଜନାରେ ସହାୟତା ତାହାକୁ ଚାହିଁ ବସିଛନ୍ତି ଦେଉଳପଲି ଗାଁରେ ସତ୍ୟବାନଙ୍କ ପରିବାର ।
#Ganjam #Polsara #AwasScam #Corruption #housingscheme #toilets #House #Odisha #ArgusNews