ପିଚୁ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । କେନ୍ଦୁଝର ଘଷିପୁରା ଥାନା ଗୋହିରା ନିକଟରେ ଥିବା ଏକ ପିଚୁ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ପିଚୁ ଗାଡିରୁ ପିଚୁ ନିର୍ଗମନ ବେଳେ ହଠାତ୍ ନିଆଁ ଲାଗିଥିଲା । ପ୍ଲାଣ୍ଟର କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆୟତ୍ତ କରିପାରି ନଥିଲେ ।
#keonjhar #Ghasipura #Fire #Pichuplant #Odisha #ArgusNews