ଚିଲିକା ମଝିରେ ୨ଘଣ୍ଟା ଧରି ଅଟକି ରହିଛି ଭସାପୋଲ । ଫସିଥିବା ଭସାପୋଲକୁ ଉଧାର କରିବାକୁ ପହଁଞ୍ଚିଲା ଅଉଗୋଟିଏ ଭସାପୋଲ ସହ ଜେସିବି। ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ବେଳେ ମହିଁସା ନିକଟ ଚିଲିକା ରେ ଅଟକିଛି ଭସାପୋଲ
#Puri #Brahmagiri #chilika #satapada #ArgusNews