ଯାଜପୁରର ବହୁ ଚର୍ଚ୍ଚିତ ପିହୁ ନିଖୋଜ ଘଟଣାକୁ ଆଜି ବର୍ଷେ ପୁରିଲା । ହେଲେ ଏଯାଏଁ କୁନି ଝିଅର ପତ୍ତା ପାଇଲାନି ଓଡ଼ିଶା ପୋଲିସ । କେଉଁଠି ଅଛି ପିହୁ । ପ୍ରଶ୍ନ ଉଠେ, କୁଆଡେ ଗଲା ପୋଲିସର ଅପରେସନ୍ ସ୍ମାଇଲ୍?
#ArgusNews #Odisha #jajpur #pihumissing