ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧାମରା ଯାଇ ବାତ୍ୟା ପ୍ରଭାବିତଙ୍କୁ ଭେଟି ସେମାନଙ୍କ ଦୁଃଖ ପଚାରି ବୁଝିଥିଲେ । ଏହାସହ ଚାଷୀମାନଙ୍କ ସମସ୍ୟା ଶୁଣିଥିଲେ କେନ୍ଦ୍ରମନ୍ତ୍ରୀ । ପରେ ବିପନ୍ନମାନଙ୍କ ରନ୍ଧା ଖାଦ୍ୟ ଓ ଶୁଖିଲା ପୁଡିଆ ବଣ୍ଟନ କରିଥିଲେ କେନ୍ଦ୍ରମନ୍ତ୍ରୀ
#ArgusNews #Odisha #NewsChannel #ArgusNewsTV Dharmendra Pradhan #Visit #cyclone_affected_area #Bhadrak