#କଟକରେ_ସକ୍ରିୟ_ବାଲି_ମାଫିଆ
କଟକରେ ଖାଲି ହେଉଛି ନଈ। ବେଆଇନ ଭାବେ ଚାଲାଣ ହେଉଛି ବାଲି। ସକ୍ରିୟ ଅଛନ୍ତି ବାଲି ମାଫିଆ।ସୂଚନା ଅଧିକାର ଆଇନ ବଳରେ ମିଳୁନାହିଁ ତାର ହିସାବ। ଯାହାଦ୍ବାରା କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି ସରକାର।
#ArgusNews #Odisha #ArgusNewsTv #Cuttack #illegalminingscam