ଗଞ୍ଜାମ ଏବଂ ବ୍ରହ୍ମପୁରରେ ଦେଖାଗଲାଣି ରାଜନୈତିକ ହିଂସା । ତେବେ ପୋଲିସର ଆକ୍ସନ କଣ ରହିଛି । ଆଗକୁ ନିର୍ବାଚନ ପାଇଁ ପୋଲିସର ପ୍ରସ୍ତୁତି କିପରି ଚାଲିଛି । ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ
#Ganjam #Brahmapur #Election #Odishapolice #SatyabrataBhoi #ArgusNews