ବ୍ରହ୍ମପୁର ମହାନଗର ନିଗମ ଏବଂ ଟାଟା ପାୱାର-ଟିପିଏସଓଡିଏଲ ମଧ୍ୟରେ ତୁତୁମେମେ। ବିଦ୍ୟୁତ ବିଲକୁ ନେଇ ଟଣାଓଟରା। 7 କୋଟି 65 ଲକ୍ଷ ବିଜୁଳି ବିଲକୁ ନେଇ ଟାଟା ପାୱାରର ଧମକ ପରେ ସାମ୍ନାକୁ ଆସିଛି ଟାଟା ପାୱାର ଉପରେ ଥିବା 27 କୋଟିର ବିଲ୍।
#Ganjam #berhampurmunicipalcorporation #TataPower #Odisha #ArgusNews #pending #money