#ଭରା_ନଈରେ_ବିପଦପୂର୍ଣ୍ଣ_ଯାତ୍ରା
ଗମନାଗମନର ଏକମାତ୍ର ମାଧ୍ୟମ ସାଜିଛି କାଠଗଣ୍ଡି । ଜୀବିକା ପାଇଁ ନିତି ଦିନ ବାଜିରେ ଲାଗୁଛି ଜୀବନ । ନଦୀରେ ପୋଲଟିଏ ନିର୍ମାଣ ପାଇଁ ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ ଲୋକଙ୍କ ଗୁହାରି ଶୁଣୁନାହାନ୍ତି ସରକାରୀ ବାବୁ ।
#Gajapati #roadissues #river #liferisk #CMOOdisha #Odisha #ArgusNews