#ଭାଇର_ଚିକିତ୍ସା_ପାଇଁ_ଗାଁ_ଗାଁ_ବୁଲି_ଭଉଣୀ_ମାଗୁଛି_ଭିକ୍ଷା।
ମା’....ବାବୁ.... ଭାଇ..... ମୋ ଭାଇର ଆକ୍ସିଡେଣ୍ଟ ହୋଇଛି..... ଅତି ଗୁରୁତର ହୋଇପଡିଛି..... ଆମର କେହି ନାହାନ୍ତି..... ଆର୍ଥକ ଅବସ୍ଥା ଭଲ ନାହିଁ..... ଆପଣ ଟିକେ ସାହାଯ୍ୟ କରନ୍ତୁ । ଭାଇର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ଭଉଣୀ ମାଗୁଛି ଭିକ୍ଷା।
#ArgusNews #Odisha #Puri CMO Odisha #help