#ଟୋକିଓରେ_ଇତିହାସ_ରଚିଲା_ଭାରତ।
#ଭାରତର_୨୦୧୨_ମେଡାଲ_ଟାଲି_ରେକର୍ଡକୁ_ଭାଙ୍ଗିଲେ_ନିରଜ।
ଆଥଲେଟିକ୍ସରେ ଭାରତକୁ ମିଳିଛି ପ୍ରଥମ ସ୍ବର୍ଣ୍ଣ ପଦକ। ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ଜିତିଲେ ସ୍ବର୍ଣ୍ଣ। ଇତିହାସ ରଚିଲେ ଭାରତର ସୁନା ପୁଅ। ଭାରତ ସ୍ବାଧୀନତା ପରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ନୀରଜ ହେଉଛନ୍ତି ପ୍ରଥମ ଆଥଲେଟ।
#NeerajChopra Neeraj Chopra #BreakingNews #TokyoOlympics2020 #IndianJavelinthrower #Olympics2020GoldMedalIndia #JavelinThrower