ଓପିଏସି ପରୀକ୍ଷା ରେ ଓଡିଶା ର ଅନେକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ଏବଂ ଚଳିତବର୍ଷ ଏହି ପରୀକ୍ଷା ର ଫଳାଫଳ ଘୋଷଣା ହୋଇଛି ଏବଂ ଓଡିଶାରୁ ସର୍ବମୋଟ ୧୫୩ ଜଣ ଏହି ପରୀକ୍ଷା ରେ ଉତ୍ତିଣ୍ଣ ହୋଇଛନ୍ତି କିନ୍ତୁ ଏହି ସମସ୍ତ ଭିତରେ ରହିଛନ୍ତି ରାୟଗଡା ଜିଲ୍ଲା ଜାତିଲି ଗ୍ରାମର ପୁରଞ୍ଜନ ଗାଂଟା
#Koraput #Jeypore #OPSC #Odisha #ArgusNews