#ମନରେଗାରେ_ମହାଦୁର୍ନୀତି
ବିନା କାମରେ ବିଲ୍ ପାସ୍...ଦୁର୍ନୀତିଗ୍ରସ୍ତ ଅଫିସର ଓ ଠିକାଦାରଙ୍କ ଅଘଷୋଷିତ ମେଳି । ଆଉ ସରକାରୀ ଅର୍ଥ ହେଇଛି ବାଟମାରଣା । ଆଦିବାସୀ ଅଧୁଷିତ ମୟୁରଭଞ୍ଜ ଜିଲ୍ଲା ବଡସାହି ଅଞ୍ଚଳରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।
#ArgusNews #ArgusNewsTV #Odisha #Mayurbhanj #ManregaScam #Corruption