ସଭାରେ ଉପସ୍ଥିତ ଅଙ୍ଗବାଡ଼ି କର୍ମୀଙ୍କ ବ୍ୟାଗ ଯାଂଞ୍ଚ କଲେ ସୁରକ୍ଷା ଅଧିକାରୀ। କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ ପରିସରରେ ଅନୁଷ୍ଠିତ ହେବାକୁ ଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବିତରଣ କେନ୍ଦ୍ରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି
#AshokPanda #AshokPanda #Daringibadi #Bagchecking #ArgusNews